ଜୟୀ ରାଜଗୁରୁ
ବିଦେଶୀ ଇଂରେଜମାନେ ଭାରତକୁ ବଣିଜ କରିବାକୁ ଆସିଥିଲେ । ହେଲେ ବଣିଜ କରୁ କରୁ ସେମାନେ ଧୀରେ ଧୀରେ ଭାରତର ବିଭିନ୍ନ ରାଜ୍ୟକୁ ଅକ୍ତିଆର କରିନେଲେ । ଓ ରାଜ୍ୟ ଶାସନ କରିବାକୁ ଲାଗିଲେ । ଯେଉଁ ରାଜ୍ୟର ରାଜାମାନେ ଇଂରେଜ ମାନଙ୍କୁ ସର୍ବେସର୍ବା ବୋଲି ମାନିଲେ, ସେମାନଙ୍କୁ ଖୋସାମତ କଲେ, ସେଇମାନେ ନାମକୁ ମାତ୍ର ରାଜା ହୋଇ ରହିଲେ । ୧୮୦୩ ମସିହାରେ ଇଂରେଜମାନେ ଓଡିଶା ଦଖଲ କଲେ । ସେତେବେଳେ ଓଡିଶାର ରାଜା ଥିଲେ […]
