ଶିକ୍ଷାଦାନ ଓ ଶିକ୍ଷାଗ୍ରହଣ କଣ ଓ ତାର ଉପଦେୟତା ? । ସତ୍ୟର୍ଥପ୍ରକାଶ । teaching and learning | Satyartha prakash | Hellok Odia |
ଶିକ୍ଷାଦାନ ଓ ଶିକ୍ଷାଗ୍ରହଣ କଣ ଓ ତାର ଉପଦେୟତା ? । ସତ୍ୟର୍ଥପ୍ରକାଶ । teaching and learning | Satyartha prakash | Hellok Odia | ପ୍ରଶ୍ନ ୧ – କାହାକୁ ଶିକ୍ଷକ କୁହାଯାଏ ? ଉତ୍ତର – ଯିଏ ଉତ୍ତମ ଆଚରଣକୁ ଗ୍ରହଣ କରି ସବୁ ବିଷୟରେ ଜ୍ଞାନ ପ୍ରଦାନ କରେ ତାକୁ ‘ଆଚାର୍ଯ୍ୟ‘ ବା ‘ଶିକ୍ଷକ‘ କୁହାଯାଏ। ପ୍ରଶ୍ନ ୨- କାହାକୁ ଛାତ୍ର କୁହାଯାଏ ? ଉତ୍ତର – ଜ୍ଞାନ ପାଇଁ
